Government policies & schemes

ଓଡ଼ିଶାର ଉତ୍ପାଦକୁ GI ଟ୍ୟାଗ

ଓଡ଼ିଶାର  ଉତ୍ପାଦକୁ GI ଟ୍ୟାଗ

ଓଡ଼ିଶାର ଅନେକ ପାରମ୍ପରିକ କୃଷି ଓ ଖାଦ୍ୟ ଉତ୍ପାଦକୁ GI (Geographical Indication) ଟ୍ୟାଗ ମିଳିବା ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଢେଙ୍କାନାଳର ପାଳବାଇଗଣ, ସମ୍ବଲପୁରର ସରସତୀଆ ଏବଂ ପୁରୀ-ଚିଲିକା ଅଞ୍ଚଳର ପ୍ରସିଦ୍ଧ ମାଣିକପାଟଣା ଦହି ପାଇଁ ଆବଶ୍ୟକ ଦସ୍ତାବିଜ ଦାଖଲ କରାଯାଇଛି। ସେହିପରି କେନ୍ଦୁଝରର ବଡ଼ି ଓ ଫେଣୁଆ ବିରି ପାଇଁ ମଧ୍ୟ GI ଟ୍ୟାଗ ହାସଲ କରିବାକୁ ଉଦ୍ୟମ ଚାଲିଛି। GI ଟ୍ୟାଗ ମିଳିଲେ ଏହି ଉତ୍ପାଦଗୁଡ଼ିକର ସ୍ୱତନ୍ତ୍ର ପରିଚୟ ବୃଦ୍ଧି ପାଇବା ସହ ସ୍ଥାନୀୟ ଚାଷୀ ଓ ଉତ୍ପାଦକମାନେ ଆର୍ଥିକ ଭାବେ ଲାଭବାନ ହେବେ

Share: