ଗୁଗଲ ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ Google AI Plus ପ୍ଲାନର ୧ ବର୍ଷର ମାଗଣା ସବସ୍କ୍ରିପସନ୍ ଦିଆଯିବ। ଏଥିରେ Gemini Omni ଆକ୍ସେସ୍, ସାଧାରଣ ବ୍ୟବହାରକାର...