ସିଆନ୍ ଗେମ୍ସରେ ମହିଳା କବାଡ଼ିରେ ଭାରତୀୟ ଦଳ ହାସଲ କରିଛି ସ୍ୱର୍ଣ୍ଣ ପଦକ। ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଭାରତ ୨୦୧୮ର ଚାମ୍ପିଅନ୍ ଇରାନକୁ ୩୭-୩୪ ପଏଣ୍ଟରେ ପରାସ୍ତ କରିଛି। ଏହି ବିଜୟ ସହ ଏସୀୟ କ୍ରୀଡ଼ା...