ଜନସାଧାରଣଙ୍କ ସ୍ୱରକୁ ସରକାର ଓ ସମାଜ ସମ୍ମୁଖରେ ପହଞ୍ଚାଇବା, ନିରପେକ୍ଷ ଓ ତଥ୍ୟଭିତ୍ତିକ ସାମ୍ବାଦିକତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି 'ସଶକ୍ତ ବାର୍ତ୍ତା' ଦୈନିକ ଓଡ଼ିଆ ଖବରକାଗଜର ଶୁଭ ଉନ୍ମୋଚନ ଅନୁଷ୍ଠ...