MCL ଭୋଟିଂ ଅକ୍ଟୋବର ୨୩
ନିର୍ବାଚନ କମିଶନ ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଭୋଟିଂ ଅକ୍ଟୋବର ୨୩ ଏବଂ ଗଣତି ଅକ୍ଟୋବର ୨୭ ତାରିଖରେ ହେବ।
ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଆସନ ମଧ୍ୟରେ ଶିକ୍ଷକ ଏବଂ ସ୍ନାତକ ନିର୍ବାଚକମଣ୍ଡଳ ପାଇଁ ସଂରକ୍ଷିତ ରହିଛି। ଏହି ଆସନ ପାଇଁ ଭୋଟ୍ ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ। ସେହିପରି ଅକ୍ଟୋବର ୨୭ ତାରିଖରେ ଭୋଟ ଗଣତି ହେବ। ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ସଂହିତା ତୁରନ୍ତ ଲାଗୁ ହୋଇଛି।
ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ବିହାରରେ ୮ ବିଧାନ ପରିଷଦ ଆସନ ନଭେମ୍ବର ୧୬ ତାରିଖରେ ଖାଲି ହେବ। କର୍ଣ୍ଣାଟକରେ ୪ ଆସନ ନଭେମ୍ବର ୧୧ ତାରିଖରେ, ମହାରାଷ୍ଟ୍ରରେ ୫ ଆସନ ଡିସେମ୍ବର ୬ ତାରିଖରେ ଏବଂ ଉତ୍ତର ପ୍ରଦେଶରେ ୧୧ ଆସନ ଡିସେମ୍ବର ୬ ତାରିଖରେ ଖାଲି ହେବ।
ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ୨୦୨୬ ସେପ୍ଟେମ୍ବର ୨୯ ତାରିଖରେ ଜାରି କରାଯିବ। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନ ଦାଖଲ କରିପାରିବେ। ଅକ୍ଟୋବର ୨୩ ତାରିଖ ସକାଳ ଆଠଟାରୁ (08:00 AM) ଅପରାହ୍ନ ଚାରିଟା (04:00 PM) ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଭୋଟ ଗଣତି ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ହେବ। ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣ ସଂହିତା ତୁରନ୍ତ ଲାଗୁ ହୋଇଯାଇଛି।
ଉତ୍ତର ପ୍ରଦେଶ ଏବଂ ବିହାରର କେଉଁ ଆସନରେ ଅନୁଷ୍ଠିତ ହେବ ନିର୍ବାଚନ?
ବିହାରରେ ଖାଲି ପଡୁଥିବା ଆସନ ମଧ୍ୟରେ ରହିଛି ପାଟନା ସ୍ନାତକ ନିର୍ବାଚନ ମଣ୍ଡଳୀ, ଦରଭଙ୍ଗା ସ୍ନାତକ ନିର୍ବାଚନ ମଣ୍ଡଳୀ, ତିରହୁତ ସ୍ନାତକ ନିର୍ବାଚନ ମଣ୍ଡଳୀ, କୋସି ସ୍ନାତକ ନିର୍ବାଚନ ମଣ୍ଡଳୀ ସହ ପାଟନା ଶିକ୍ଷକ ନିର୍ବାଚନ ମଣ୍ଡଳୀ, ଦରଭଙ୍ଗା ଶିକ୍ଷକ ନିର୍ବାଚନ ମଣ୍ଡଳୀ, ତିରହୁତ ଶିକ୍ଷକ ନିର୍ବାଚନ ମଣ୍ଡଳୀ ଏବଂ ସରନ ଶିକ୍ଷକ ନିର୍ବାଚନ ମଣ୍ଡଳୀ। ଏହି ଆସନ ପାଇଁ ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ।